ତେଲକୋଇ: ଭିମକାଣ୍ଡ ଠାରୁ ବାଲେଶ୍ଵର ରାସ୍ତା ପାଲଟିଛି ମରଣ ଯନ୍ତା, ଅଞ୍ଚଳବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା #jansamasya
Telkoi, Kendujhar | Aug 21, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଭିମକାଣ୍ଡଠାରୁ ବାଲେଶ୍ଵର ରାସ୍ତା ମରଣଯନ୍ତା ପାଲଟିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି...