ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ସାରଙ୍ଗଗଡ ପୋଲିସ ଏକ ମାମଲା ରୁଜୁ କରିଅଛି।ସୂଚନା ଯୋଗ୍ୟ ଯେ ଯୌତୁକ ନିର୍ଯ୍ୟାତନା ନେଇ ପରିବାର ଲୋକେ ସାରଙ୍ଗଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ଥାନାରେ 190/2025 ଏକ ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।