Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ଆସନ୍ତା ୪୮ ଘଂଟା ପାଇଁ ୟେଲୋ ଆଲର୍ଟ ଜାରି

ଲଘୁଚାପ ପ୍ରଭାବରେ ଦେବଗଡ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଂଚଳରେ ଆଜି ବର୍ଷା ଏବଂ ବଜ୍ରପାତ ଜାରି ରହିଛି । ଏଥିସହ ଜିଲ୍ଲାର ବିଭିନ୍ନ ଅଂଚଳରେ ଆସନ୍ତା ୪୮ ଘଂଟା ମଧ୍ୟରେ ବଜ୍ରପାତ ସହିତ ଝଡବର୍ଷା ଏବଂ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଫଳରେ ଆଜି ଠାରୁ ଆସନ୍ତା ୧୭ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ଏବଂ ଝଡବର୍ଷା ପାଇଁ ଦେବଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

MORE NEWS