ବୌଦ୍ଧ ସଦର: ମର୍ଜାକୁଦ ଦ୍ୱୀପକୁ ଭରା ମହାନଦୀରେ ପନ୍ହରି ପନ୍ହରି ଆସିଲେ 8 ଟିକିଆ ହାତୀପଲ, ଘଟଣା ସ୍ଥଳରେ ବନ କର୍ମଚାରୀ
Baudh Sadar, Boudh (Bauda) | Jul 16, 2025
ବୁଧବାର ସକାଳେ ବୌଦ୍ଧ ସହର ଅନ୍ତର୍ଗତ ମର୍ଜାକୁଦ୍ ଦ୍ବୀପ ଅଞ୍ଚଳକୁ ଏକ 8 ଟିକିଆ ହାତୀପଲ ଭରା ମହାନଦୀରେ ପନ୍ହରି ପନ୍ହରି ଆସିଥିବା ଦେଖିବାକୁ...