ନୂଆଗାଁ: ଚିକିଟି ପେଣ୍ଠ ନେଳିଆ ବନ୍ଧ ନିକଟରେ ବାଇକ ଦୁର୍ଘଟଣାରେ ୩ ଆହତ ଓ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
Nuagaon, Ganjam | Sep 24, 2024 ଚିକିଟି ପେଣ୍ଠ ନେଳିଆ ବନ୍ଧ ନିକଟରେ ବାଇକ ଦୁର୍ଘଟଣା ୩ଜଣ ଆହତ ହୋଇଛନ୍ତି l ସେହିଭଳି ଜଣେ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାଯାଇଛି l