ୱେଷ୍ଟର୍ନ ଓଡିଶା ଓପେନ୍ ଚେସ୍ ଚ୍ୟାମ୍ପିଅନ୍ଶିପ୍ – ୨୦୨୫” ଆଜି ଆରମ୍ଭ ହେଲା। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଶତରଞ୍ଜ ଖେଳାଳିମାନେ ଯୋଗ ଦେଇ ତାଙ୍କ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପୂର୍ଣ୍ଣ AC ଖେଳ ହଲ୍, ମାଗଣା ଲଞ୍ଚ ଓ ସ୍ନାକ୍ସ, ସହିତ ଡର୍ମେଟରୀ ବ୍ୟବସ୍ଥା ରହିଛି। ପ୍ରତିଯୋଗିତାରେ ମୋଟ ରୁ. 1,00,000/-ଟଙ୍କା ପୁରସ୍କାର ଓ 60+ ଟ୍ରୋଫି ବିତରଣ ହେବ।