ବାଲିଗୁଡା ର କଳ୍ପନା ଛକ ରେ ହଠାତ ଏକ ବ୍ୟକ୍ତି କୈଣସି କାରଣ ରୁ ଡ୍ରେନ ପାଖରେ ପଡିଯିବା ଫଳୟେ ମୁଣ୍ଡରେ ଆଘାତ ଲାଗି ଗୁରୁତର ହଇଥିବା ନେଇ ସୁଚନା ମିଳିଛି, ଏହି ଘଟଣା ଟି ଶନିବାର ସଂନ୍ଧ୍ୟା 5ଘଣ୍ଟିକା ରେ ଘଟିଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପ୍ରଥମେ ଆମ୍ବୁଲାନ୍ସ, ଆମ୍ବୁଲାନ୍ସ ନଥିବା ଯଗୁଁ ଦମକଳ ବାହିନୀ ଜରିଆରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇ ଵାଲିଗୁଡା ମେଡିକାଲ ରେ ଜହିନ କରିଛନ୍ତି, ତେବେ ଯୁବକ ଜଣକ ନୁଆଗାଁ ଥାନା ଅଞ୍ଚଳର ବଲି ସୁଚନା ମିଳିଛି