ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଗାନ୍ଧି ନଗର ଠାରେ ଥିବା ବିଧାୟକଙ୍କ କାର୍ଯ୍ଯାଳୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ସିଧା ପ୍ରସାରଣ କାର୍ଯ୍ଯକ୍ରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟକ ୧୨୬ତମ "ମନ୍ କି ବାତ୍" କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ଯକ୍ରମ ବ୍ରହ୍ମପୁର ସ୍ଥିତ ଗାନ୍ଧି ନଗର ଠାରେ ଥିବା ବିଧାୟକଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର କଂ ସହ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶୁଣିଛନ୍ତି।