ପାପଡାହାଣ୍ଡି ଡାକ ବଙ୍ଗଳା ଠାରେ ଜିଲ୍ଲାସ୍ତରୀୟ ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ ଗଠନ କରାଯାଇଛି |ରାଜ୍ୟ ଏକ୍ସ କ୍ୟାଡର ସଂଘ ଉପସଭାପତି ସବାସୀ ଗଣ୍ଡ ଓ ରାଜ୍ୟ ସାଧାରଣ ସମ୍ପାଧକ ହାନେଶ ପାତ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସର୍ବସହମତି କ୍ରମେ ସଭାପତି ଭାବେ ମଙ୍ଗଳା ବେହେରା, କାର୍ଯ୍ୟକାରୀ ସଭାପତି ମୁରଲୀ ଧର ନାୟକ, ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ, ସହସମ୍ପାଦକ ରବୀନ ଚନ୍ଦ୍ର, କୋଷାଧକ୍ଷ ବସନ୍ତ କୁମାର ନାୟକ,ସହ କୋଷାଧକ୍ଷ ଜେମା ସଗରୀୟାକୁ ମୋନନୀତ କରାଯାଇଥିଲା | ସେହିଭଳି ସଂଘର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା |