ବରଗଡ: ଟାଉନ ଥାନା ଛକରୁ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ବେଆଇନ ଜବର ଦଖଲ ଦୋକାନ ଗୃହ ଉଚ୍ଛେଦ ହେଲା କାର୍ଯ୍ୟ ଆରମ୍ଭ
Bargarh, Bargarh (Baragarh) | Sep 7, 2025
ବରଗଡ଼ ଟାଉନ ଥାନା ଛକରୁ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ବେଆଇନ ଜବର ଦଖଲ ଦୋକାନ ଗୃହ ଉଚ୍ଛେଦ ଆରମ୍ଭ ହୋଇଯାଇଛି | ରବିବାର ଦିବା 11 ଘଣ୍ଟା ସମୟରେ...