ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ କାଇଁସିର ପଞ୍ଚାୟତର ଚାଷୀ
Bargarh, Bargarh (Baragarh) | Sep 13, 2025
ବରପାଲି ବ୍ଲକ କାଇଁସିର ପଞ୍ଚାୟତର ଚାଷୀ ଶନିବାର ଅପରାହ୍ନ 2 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ...