ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତାର ସ୍ବେଛାସେବୀ ସଂଗଠନ ସିୟା ପରିବାର ଆଜି ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଲୟର 21 ତମ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଛି l ମହାନଦୀ ନେତ୍ର ଚିକିତ୍ସାଲୟ ଓ ସିୟା ପରିବାର ମିଳିତ ଆନୁକୂଲ୍ୟରେ ଅନେକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି ତେଣୁ,ଏହି ଅବସରରେ ଅନୁଷ୍ଠାନର ସ୍ବେଚ୍ଛାକୃତ ସେବା ଯଗୁଁ ସମ୍