ଲକ୍ଷ୍ମୀପୁର: ଗୁଲୁମିଗୁଡା ଗ୍ରାମରେ ପ୍ଳାଷ୍ଟିକ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ,ପୋଲିସର ତଦନ୍ତ, ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର
Lakshmipur, Koraput | Aug 21, 2025
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ଗୁଲୁମିଗୁଡା ଗ୍ରାମର ଜଣେ ଯୁବକ ନିଜ ଘରେ ପ୍ଲାଷ୍ଟିକ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା...