ତମାଣ୍ଡୋ: ତମାଣ୍ଡୋ ଥାନା ଅଞ୍ଚଳରୁ ଜଣେ ବ୍ରାଉନସୁଗର ବେପାରୀ ଗିରଫ, 11ଗ୍ରାମ ବ୍ରାଉନସୁଗର ଜବତ
ତମାଣ୍ଡୋ ଥାନା ଅଞ୍ଚଳରୁ ଜଣେ ବ୍ରାଉନସୁଗର ବେପାରୀ ଗିରଫ, 11ଗ୍ରାମ ବ୍ରାଉନସୁଗର ଜବତ | ଆଜି 4.32ରେ ତମାଣ୍ଡୋ ଥାନା ଅଞ୍ଚଳରୁ ଜଣେ ବ୍ରାଉନସୁଗର ବେପାରୀ ଗିରଫ | 11ଗ୍ରାମ ବ୍ରାଉନସୁଗର ଜବତ | ନଗଦ 82ହଜାର ଟଙ୍କା ମଧ୍ୟ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ | ଗିରଫ ଅଭିଯୁକ୍ତ ନାଁ ପବିତ୍ର ପୃଷ୍ଟି |ଅପରେସନ ପ୍ରହାର କୁ ମିଳିଛି ସଫଳତା | ରାଜଧାନୀର ବିଭିନ୍ନ ଇଞ୍ଜିନିୟରିଂ କଲେଜ ରେ ବୁଲି ବୁଲି ବ୍ରାଉନସୁଗର ବେପାର କରୁଥିଲା | ତଦନ୍ତ ବେଳେ ସାମ୍ନା କୁ ଆସିଛି ଏଭଳି ତଥ୍ୟ |