ପିପିଲି: ସ୍ଥାନୀୟ ବ୍ଲକ୍ ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦ
Pipili, Puri | Sep 17, 2025 ଆଜି ପୂର୍ବାହ୍ନ ୮, ଟାରେ ପିପିଲି ବ୍ଲକ୍ ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ୭୫ତମ ଜନ୍ମ ବାର୍ଷିକ ଅଣସରରେ ବିଭିନ୍ନ ସ୍ଥାନରେ ଏକ ପେଡ ମାକେ ନାମ ଅଭିଯାନରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ଲୋକ ସଭା ସାଂସଦ ସମ୍ବିତ ପାତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।