ଆଠମଲ୍ଲିକ: ଦମ୍ପତି କୁ ହତ୍ୟା ଧମକ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବିଡ଼ି ସିଙ୍ଗ ଗ୍ରାମର ଅର୍ଜୁନ ନାୟକ ଓ ତାଙ୍କ ପତ୍ନୀ ଦୁହିତା
Athmallik, Angul | Sep 14, 2025
ନାୟକ ଙ୍କୁ ସେହି ଗ୍ରାମର ଅଶ୍ୱିନୀ କୁମାର ପ୍ରଧାନ ହତ୍ୟା କରିବା ପାଇଁ ଧମକ ଦେଇଥିବା ଅର୍ଜୁନ ହଣ୍ଡପା ଥାନା ରେ ଶନିବାର ଦିନ ଅଭିଯୋଗ କରିଛନ୍ତି...