କୋଟପାଡ: ଗୁଳିଆ ଗାଁ ରେ ଶୌଚ ପାଇଁ ଯାଇ ପାଖରୀରେ ବୁଡ଼ି ଜଣେ ମୃତ
Kotpad, Koraput | Sep 28, 2025 ଶୌଚ ପାଇଁ ଯାଇ ପାଖରୀରେ ବୁଡ଼ି ଜଣେ ମୃତ l ଏଭଳି ଅଭବନୀୟ ଘଟଣା କୋଟପାଡ଼ ଥାନ ଅନ୍ତର୍ଗତ ଗୁଆଳି ଗ୍ରାମରେ ରବିବାର ସନ୍ଧ୍ୟା ସାତୋଟା ସମୟରେ ଘଟିଛି l ମୃତକ ଆସନା ଗ୍ରାମର କେମରାଜ ପୂଜାରୀ ବୋଲି ସୂଚନା ମିଳିଛି l ସୂଚନା ଅନୁଯାଇ, ଆସନା ଗ୍ରାମର କେମରାଜ ପୂଜାରୀ ଗୁଆଳି ଗ୍ରାମ ଯାଇଥିବା ବେଳେ ସେଠାରେ ପୋଖରୀରେ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ l ପରିବାର ଲୋକେ ଖୋଜା ଖୋଜି କରିଥିଲେ ପରେ ସେ ପାଖରୀରେ ବୁଡ଼ି ଯାଇଥିବା ଜାଣିବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ କୁ ସୂଚନା ଦେଲେ ସଂଗେସଂଗେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପାଖରୀରୁ ଶବ ଉଦ୍ଧାର କରିଛନ୍ତି l