ବାରିପଦାର ଛଉ ପଡିଆରେ ୨ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଜ୍ଜାପନୀ ଉତ୍ସବ ଶନିବାର ଦିନ ପ୍ରାୟ ୧ ଟାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଛନ୍ତି । ପ୍ରଥମେ ଗୋପୂଜନ କରିବା ସହ ମନ୍ତ୍ରୀ ମେଳାର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।