ଛତ୍ରପୁର: ପାତ୍ରପୁର ଅଞ୍ଚଳରେ ବିନା ହେଲମେଟରେ ରିଲସ୍ କରି ଫସିଲେ ଯୁବକ, ଚାଲାଣ କାଟିବାକୁ ଗଞ୍ଜାମ ପରିବହନ ବିଭାଗକୁ ସୁପାରିଶ କଲା ଓଡିଶା ପୋଲିସ
Chhatrapur, Ganjam | Sep 3, 2025
ପାତ୍ରପୁର ଅଞ୍ଚଳରେ ଜଣେ ଯୁବକ ବିନା ହେଲମେଟରେ ରିଲସ୍ କରି ଫସିଛନ୍ତି। ବିନା ହେଲମେଟରେ ବୁଲେଟ୍ ଗାଡିରେ ରିଲସ୍ କରି ସୋସିଆଲ ମିଡିଆରେ ଛାଡ଼ିଲେ।...