ରାଇକିଆ ଥାନାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ ରେ ରାଇକିଆ ପୋଲିସ ପ୍ରାୟ 52 ଏକର ଜମି ରେ ଲାଗିଥିବା ଗଞ୍ଜେଇ ଗଛ କୁ କାଟି ପୋଡ଼ି ନଷ୍ଟ କରିଅଛି ରାଇକିଆ ପୋଲିସ ଓ ଅବକାରୀ ବିଭାଗ। ଏ ନେଇ ଥାନାରେ 265/2025 ରେ ଏକ ମାମଲା ରୁଜୁ କରି ଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।