ତେଲକୋଇ: ତେଲକୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନ ଜଟ ଉଚ୍ଚବିଦ୍ୟାଳୟର ରାତ୍ରୀ ଜଗୁଆଳି ଚୟନ ପୂନଃ ବିଜ୍ଞାପନ ନିମନ୍ତେ ,ଜିଲ୍ଲାପାଳଙ୍କୁ ଅଭିଯୋଗ
ତେଲକୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନ ଜଟ ଉଚ୍ଚବିଦ୍ୟାଳୟର ରାତ୍ରୀ ଜଗୁଆଳି ଚୟନ ପୂନଃ ବିଜ୍ଞାପନ ନିମନ୍ତେ ,ଜଟ ଗ୍ରାମର ୨୪ ଟି ମହିଳା ସୂୟଂ ସହାୟକ ଗୋଷ୍ଠୀ ର ମହିଳାମା'ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଆଜି ଅପରାହ୍ନରେ କରିଛନ୍ତି । ସୂଚନା ଅନୁଯାୟୀ ବିଜ୍ଞାପନପତ୍ର ସଂଖ୍ୟା ୧୧୪୬/୨୬.୯.୨୦୨୫ ତେଲକୋଇ ବ୍ଲକ ତରଫରୁ ଯାରି କରା ଯାଇଥିଲା , କିନ୍ତୁ ପରିତାପର ବିଷୟ ସାଧାରଣରେ ବିଜ୍ଞାପନକୁ ଉମ୍ମୁଚିତ ନ କରାଯିବାରୁ ଏହାର ସୋଯୁଗରୁ ୨୪ ଟି ଏସ୍ ଏଚ୍ ଜି ବଞ୍ଚିତ ଅଛନ୍ତି ଏବଂ କାର୍ଯ୍ୟାଳୟର ଅଧିକାରୀ ଦୁଇଟି ଏସ୍ଏଚଜିଙ୍କୁ ଜାଣି ଚଞ୍ଚକତା କରିଛନ୍ତି , ତେଣୁ ଏହାର ପୁନଃ