ଚମ୍ପୁଆ: ଚମ୍ପୁଆ ସିମାନ୍ତ ଝାଡଖଣ୍ଡ ମାଣିକପୁର ନିକଟରେ କଲେଜ ବସକୁ ଧକ୍କା ଦେଲା ହାଇଓ୍ବା ଦୁଇ ଡ୍ରିଇଭରସହିତ ପାଞ୍ଚ ଛାତ୍ର ଛାତ୍ରୀ ଆହତ
ଆଜି ସକାଳୁ ଚମ୍ପୁଆ ସୀମାକୁ ଲାଗି ଝାଡଖଣ୍ଡର ନୂଆମୁଣ୍ଡି ଇଣ୍ଟର କଲେଜ ଛାତ୍ର ଛାତ୍ରୀ କୁଂ ନେଇ ଜୟନ୍ତୀ ଗଡରୁ ଯାଉଥିବା କଲେଜ ବସକୁ ମାଣିକପୁର ନିକଟରେ ଧକ୍କା ଦେଲା ଦେଲା ହାଇଓ୍ବା ଆହତକୁଂ ଆଠଟାରେ ଚମ୍ପୁଆ ଡାକ୍ତର ଖାନାରେ ଭର୍ତୀ କରାଯାଇଛି