କଣ୍ଟାମାଳ: ଦପଲା ଧନୁଯାତ୍ରା ପାଇଁ ଶୁଭ ଖମ୍ବ ସ୍ଥାପନ
ଦପଲା ଧନୁଯାତ୍ରା ପାଇଁ ଶୁଭ ଖମ୍ବ ସ୍ଥାପନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦପଲା ଠାରେ ୧୧ତମ ଆଞ୍ଚଳିକ ଧନୁଯାତ୍ରା ପାଇଁ ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଲକ୍ଷ୍ମୀନାରାୟଣ ନାଟ୍ୟ ସଂସଦ ପକ୍ଷରୁ ପୂଜାରୀ ଲୋଚନ ଯାନୀ ବାବା ପଥରଗଡ଼ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣି ଧନୁଯାତ୍ରା ପଡିଆରେ ଶୁଭ ଖମ୍ବ ସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଦପଲା ସରପଞ୍ଚ ଅନ୍ନପୂର୍ଣ୍ଣା ମହାକୁଡ଼, ପୁରନ୍ଦର ଦନ୍ତା, ସୁରପତି ଦନ୍ତା, ସନ୍ତୋଷ ସିଂ, କୈଳାସ ଦନ୍ତା, ଶୁଶାନ୍ତ କହଁର, ଜିତୁ ମେଣ୍ଡିଲି, ପଦ୍ମନାଭ ମେଣ୍ଡିଲି, ରାଧାକାନ୍ତ ଦନ୍ତା, ଦିବ