ନର୍ଲା: ଗଡରା ପଡା ନିକଟରେ ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ବାପା ପୁଅ ଙ୍କ ଜୀବନ ଜଣେ ଗୁରୁତର ମେଡ଼ିକାଲ ରେ ଭର୍ତ୍ତି
ଆଜି ସୋମବାର ସକାଳ ଦଶ ଘଣ୍ଟା ସମୟରେ ଗଡରା ପଡା ନିକଟରେ ଏକ ବାଇକ୍ ଯୋଗେ ତିନି ଜଣ ବସି ନର୍ଲା ପଟକୁ ଆସିଥିବା ବେଳେ ବିପରୀତ ଦିଗରୁ ଏକ ପି କ ଅଫ୍ ଭେନ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଏହି ଦୁର୍ଘଟଣା ରେ ଦୁଇ ବପ ପୁଅ ଙ୍କ ଜୀବନ ଘଟଣା ସ୍ଥଳରେ ଚାଲି ଯାଇଥିଲା ଓ ଆଉ ଜଣେ ଗୁରୁତର ଆହତ ହୋଇଥିଲେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରି ଥିବା ସୂଚନା ମିଳିଛି