ପାଟଣାଗଡ: ମଣ୍ତୋଦରଛକ ନିକଟରେ ବାଇକ ବାଇକ ମଧ୍ୟ ରେ ମୁହାଁମୁହିଁ ଧକ୍କା ଜଣେ ଗୁରୁତର
ପାଟଣାଗଡ଼ ଥାନା ଅନ୍ତର୍ଗତ ଦଳଦଲି ଗ୍ରାମର ଜନୈକ ଯୁବକ ବାଇକ ରେ ମଙ୍ଗଳବାର ସନ୍ଧ୍ୟାରେ ରେ ବେଲପଡା ପଟକୁ ଯାଉଥିଲେ ଯାଉଥିବା ବେଳେ ମଣ୍ତୋଦରଛକ ନିକଟରେ ବିପରୀତ ପଟରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇ ଥିଲା ।ଏଥିରେ ଯୁବକ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତର ଖାନା ରେ ଭତ୍ତି କରାଯାଇଛି ।