Public App Logo
Jansamasya
National
Fidfimpact
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ସୁକିନ୍ଦା: ସୁକିନ୍ଦା 53 ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ ଓଡ଼ିଆ ବାଇକର ପ୍ରକାଶ ମୃତ , ଟ୍ରଲର ଚାଳକ ଗିରଫ

Sukinda, Jajpur | Nov 11, 2025
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା 53 ନଂ ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଟ୍ରଲର ଦୁର୍ଘଟଣାରେ ନୂଆଗାଁ ବାସିନ୍ଦା ୟୁଟୁବର୍ ଓଡ଼ିଆ ବାଇକର ପ୍ରକାଶ ଚନ୍ଦ୍ର ପାତ୍ର ମୃତ । ଏନେଇ ମୃତକ ବାଇକ ଆରୋହି ପ୍ରକାଶଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି କେସ ନଂ 276/25 ରେ ମାମଲା ରୁଜ୍ଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକ ରାଜସ୍ଥାନ ସ୍ଥିତ ଶସିବ ଥାନା ଅନ୍ତର୍ଗତ ରାଜବିରା ଗ୍ରାମର ଅଚଳ ରାମ ଚୌଧୁରିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

MORE NEWS