ବାରିପଦା ମ୍ୟୁନିସିପାଲଟି: ଶରତ ବିକାଶ ମଞ୍ଚ ପକ୍ଷରୁ ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବର୍ଷାରେ ଭିଜି ଭିଜି ବିକ୍ଷଭ ପ୍ରଦର୍ଶନ #jansamasya
Baripada M, Mayurbhanj | Sep 4, 2025
ଶରତ ବିକାଶ ମଞ୍ଚ ପକ୍ଷରୁ ମହିଷାସୁରୀ ରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ୧୯ କିଲୋମିଟର ରାସ୍ତାକୁ P.M.G.S.Y ଯୋଜନାରେ ନିର୍ମାଣ ଦାବି ସହିତ ୯ ଦଫା...