ଜଳେଶ୍ବର: ଜଳେଶ୍ୱର ରେ ପଶ୍ଚିମବଙ୍ଗ କୁ ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ଟି ହାଇୱ୍ବା କୁ ଜବଦ କଲା ଜୁନିଅର ଲଘୁ ଖଣିଜ ବିଭାଗ
ପଶ୍ଚିମବଙ୍ଗ କୁ ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ଟି ହାଇୱ୍ବା କୁ ଜବଦ କଲା ଜୁନିଅର ଲଘୁ ଖଣିଜ ସଂପଦ ବିଭାଗ, ଜଳେଶ୍ଵର ଥାନା ଅନ୍ତର୍ଗତ ଚାଲନ୍ତି, ମହମ୍ମଦ ନଗର ପାଟଣା ଏବଂ ୬୦ ନଂ ଜାତୀୟ ରାଜପଥ ଏକତାଳି ନିକଟରୁ ଜବଦ କରିଛି ଜୁନିଅର ଖଣି ବିଭାଗ,ବାଲି ମାଫିଆ ମାନେ ରାତିରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି,ତେଣୁ ରାତି ଅଧିଆ ଚଢାଉ କରୁଛି ଖଣି ବିଭାଗ,ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵର ସହର ଏବଂ ୬୦ ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ କୁ ବାଲି ଚୋରା ଚାଲାଣ କରୁଥିବା ଆଜି ଜଣାଯାଇଛି