ଆନନ୍ଦପୁର: ଡଙ୍ଗାଚୁଆ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦାବିରେ ହାଟଡିହି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତ ଡଙ୍ଗାଚୁଆ ଗ୍ରାମକୁ ପଂଚାୟତ ମାନ୍ୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ଆଜି ଦିନ ଗୋଟାଏ ବେଳେ ହାଟଡ଼ିହି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଦିବାସୀ ବହୁଳ ୬ଟି ଗ୍ରାମକୁ ନେଇ ଏହି ଆଦିବାସୀ ପଞ୍ଚାୟତ ଗଠନ କରିବାକୁ ସେମାନେ ଦାବିପତ୍ର ରେ ଉଲେଖ କରିଛନ୍ତି।