ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ର ଜଣାଶୁଣା ସମାଜସେବୀ ତଥା କଣ୍ଟାବାଞ୍ଜି ସ୍ବେଚ୍ଛାସେବୀ ସଂଗଠନ ର ପ୍ରତିଷ୍ଠାତା ଶାନ୍ତନୁ ବିଭାର ଙ୍କୁ ପୁରୀ ଠାରେ ରାଜ୍ୟସ୍ତରୀୟ ସ୍ବେଚ୍ଛାସେବୀ ସମାରୋହ ଗରିମାମୟ କାର୍ଯ୍ୟକ୍ରମରେ ତାଙ୍କ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବେଳେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଜଣେ ସମାଜସେବି ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସବୁ ବେଳେ ମାନବିକତା ପରିଚୟ ଦେଇଛନ୍ତି। ତେଣୁ ତାଙ୍କୁ ରାଜ୍ୟସ୍ତରୀୟ ଉତ୍କଳଉମଣି ସେବା ସମ୍ମାନ ପ୍ରଦାନ କରାଯାଇଛି।