ଗୋପାଳପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଗୋପାଳପୁର ବେଳାଭୂମିର ପାର୍କିଂ ଲିଜ୍ ଧାରିଙ୍କ ମନମୁଖୀକୁ ଏନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେବା ସହ ଏଠାରୁ ମୁହଁ ଫେରାଇବାକୁ ବାଧ୍ଯ ହେଉଛନ୍ତି। ଫଳରେ ଦିନକୁ ଦିନ ବେଳାଭୂମିରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି।ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟକ।