ପୋଡିଆ: ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ପ୍ରତିରୋଧ କରିବାକୁ ସ୍ୱତନ୍ତ୍ର ବୈଠକ, ତୃଣମୂଳ ସ୍ତରରୁ ବାଲ୍ୟ ବିବାହ ରୋକିବାକୁ ରଣନୀତି
Podia, Malkangiri | Aug 25, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ କରିବାକୁ ନେଇ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।...