ଝାରସୁଗୁଡା: ସରକାରୀ ଜମିର କିସମ ପରିବର୍ତନ ପ୍ରକ୍ରିୟାକୁ ନେଇ ଝାରସୁଗୁଡା ତହସିଲଦାରଙ୍କ ନିକଟରେ ମରାକୁଟା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ
ଝାରସୁଗୁଡା ତହସିଲଦାର ଙ୍କ ନିକଟରେ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଗ୍ରାମବାସୀ ସରକାରୀ ଜମି ର କିସମ ପରିବର୍ତନ ପ୍ରକ୍ରିୟା କୁ ନେଇ ଅଭିଯୋଗ କରିଛନ୍ତି |ମରାକୁଟା ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଝାରସୁଗୁଡା ତହସିଲ ଅନ୍ତର୍ଗତ ମରାକୁଟା ମୌଜା ରେ ଗତ ଅକ୍ଟୋବର ୧୦ ତାରିଖ ରେ ଝାରସୁଗୁଡା ତହସିଲ କାର୍ଯ୍ୟାଳୟ ତରଫରୁ ନୋଟିସ କରାଯାଇ ସର୍ବସାଧାରଣ ଙ୍କୁ ଗ୍ରାମ ରେ ଥିବା ବିଭିନ୍ନ ସରକାରୀ ଜମି ଦିଆଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାକୁ ନେଇ ଗ୍ରାମବାସୀ ଙ୍କ ର କୌଣସି ଅଭିଯୋଗ ଥିଲେ ଅଭିଯୋଗ କରିବା ନେଇ ନୋଟିସ କରାଯାଇ ମରାକୁଟା