Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

କୋଟପାଡ: କୁନ୍ଦୁରା ବ୍ଳକ କାର୍ଯ୍ୟାଳୟ ସରକାରୀ ବାସଭଵନରେ ଭିଜିଲାନ୍ସ ରେଡ, ମନେରେଗା କାମର ବକେୟା ବିଲ ବାବଦକୁ କୁଡ଼ିଏ ହଜାର ଟଙ୍କା ନେଇଥିଲେ ଜେଇ

Kotpad, Koraput | Oct 6, 2025
କୁନ୍ଦୁରା ବ୍ଳକର କାର୍ଯ୍ୟାଳୟ ସରକାରୀ ବାସ ଭଵନରେ ଭିଜିଲାନ୍ସ ରେଡ l ସୋମବାର ସନ୍ଧ୍ୟା ୭. ୩0 ଏଭଳି ଦେଖିବାକୁ ମିଳିଛି l ଭିଜିଲାନ୍ସ ଜାଲରେ ଜେଇ ଲୋମ୍ବଧର ନାୟକ ଓ ଜିଆଏସ ଲଷ୍ମୀ କାନ୍ତ ବିଶୋଇ । ମନେରେଗା କାମର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରିଲା ଜୟପୁର ଭିଜିଲାନ୍ସ ଟିମ୍ । ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ନେଉଥିଲେ । ତେବେ ଭିଜିଲାନ୍ସକୁ ଚକମା ଦେଇ ଜିଆରଏସ ଖସି ଯାଇଥିବା ସୂଚନା ରହିଛି l

MORE NEWS