କୋଟପାଡ: ବୈପାରୀଗୁଡା ଠାରେ ୟୁଏଏସ ସ୍ଥଗିତ ପାଇଁ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ, ଏହି ଅବସରରେ ପ୍ରତିକ୍ରିୟା ରଖିଲା ସଙ୍ଘ
ୟୁଏଏସ ସ୍ଥଗିତ ପାଇଁ ବ୍ଲକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ, ଏହି ଅବସରରେ ବୈପାରୀଗୁଡା ଠାରେ ଆଜି ଅପରାହ୍ନ ପାଞ୍ଚ ଟା ବେଳେ ପ୍ରତିକ୍ରିୟା ରଖିଲେ ଶିକ୍ଷକ ତଥା ରାଜ୍ୟ ଶିକ୍ଷା ସଙ୍ଘଟନ ସଂପାଦକ ତ୍ରିନାଥ ହରିଜନ l ବୈପାରିଗୁଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଟି ଶିକ୍ଷା ଅଧିକାରଙ୍କ କର୍ଯ୍ୟାଳୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ୟୁନିଫାଇଡ୍ ଅଟୋ ମେସିନ୍ ସିଷ୍ଟମ (ୟୁଏଏସ୍) କୁ ବିରୋଧ କରିଛି ଶିକ୍ଷକ ସଙ୍ଘ lପ୍ରଥମେ ସ୍କୁଲର ଭିତିଭୂମି ସଜାଡ ପରେ ୟୁଏଏସ୍ ଲାଗୁ କର ବୋଲି ଦାବୀ ହୋଇଛି l