ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀ, ବାଉଁସିଆ ଓ ବିଭିନ୍ନ ଗ୍ରାମରୁ ଛେଳି, ଧାନ ବସ୍ତା, ସେଟରିଙ୍ଗ ପ୍ଲେଟ ଚୋରୀ ଘଟଣା ରେ ଆଜି କବିସୂର୍ଯ୍ୟନଗର ପୋଲିସ ଚାରିଜଣ ଯୁବକ କୁ ଉଠାଇ ଆଣି ପଚାର ଉଚରା କରୁଥିବା ବେଲି ଛେଳି ମାଲିକ, ପ୍ଲେଟ ମାଲିକ, ଧାନ ମାଲିକ ଥାନାରେ ପହଁଚି ଥାନା ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି, ଅନ୍ୟପଟେ ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି