ପୋଡିଆ: ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଷ ପିଇ ଗୁରୁତର ଅବସ୍ଥାରେ ଦାଖଲ ହେଲେ ନାବାଳକ, ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ
ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନାବାଳକ ବିଷ ପିଇ ଗୁରୁତର ଭାବେ ଦାଖଲ ହୋଇଥିବା ଜଣାପଡିଛି। ନାବାଳକ ଜଣଙ୍କ ଏମଭି ୧୧୭ ଅଞ୍ଛଳର ବୋଲି ଜଣାପଡିଛି।