ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ହଷ୍ଟେଲ ରୁ ବାହାରି ପାଚେରୀ ଡେଇଁ ବାହାରି ଗଲେ ୮ ନାବାଳକ ଶିଶୁ। ଆଉ ଯିବାର ୮ ଘଣ୍ଟା ପରେ ହେଲେ ଉଦ୍ଧାର। ପ୍ରଧାନ ଶିକ୍ଷୟିତ୍ରୀ ଏବଂ ହଷ୍ଟେଲ କର୍ତୃପକ୍ଷ ଙ୍କ ଦାୟିତ୍ୱ ହୀନତାର ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।