ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ଧୋକା ଦେ଼ଇ ପ୍ରେମ ବିବାହ କରିଥିବା ଘଟଣା ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ
ନର୍ଲା ଥାନା ଅଞ୍ଚଳର ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ବିବାହ ର ଛଅ ମାସ ପରେ ତାଙ୍କ ପ୍ରେମିକା ଙ୍କୁ ପ୍ରେମ ବିବାହ କରିଥିବା ଘଟଣା କୁ ନେଇ ନିଜ ପ୍ରଥମ ସ୍ତ୍ରୀ ଆଜି ରବିବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଅଭିଯୋଗ ପରେ ପୋଲିସ ବୁଝାସୁଝା କରୁଥିବା ଜଣାପଡ଼ିଛି