ବାରିପଦା ମ୍ୟୁନିସିପାଲଟି: ନୂତନ ଜିଲ୍ଲା କୃଷି ଅଧିକାରୀଙ୍କ ବିୟୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ
Baripada M, Mayurbhanj | Sep 3, 2025
ମୟୁରଭଞ୍ଜ ଜିଲ୍ଲାର ନୂତନ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ଯୋଗଦାନ କରିଥିବା କମଳ ଲୋଚ଼ନ ନାୟକଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର...