ଫୁଲବାଣୀ ସହର: ଟିକାବାଲି ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା ଅଭିଯୋଗ ରେ ପୋଲିସ ମାମଲା ରୁଜୁ କଲା
ଟିକାବାଲି ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା, ଆବଶ୍ୟକୀୟ କାଗଜ ପତ୍ର ନ ଥିବା ଅଭିଯୋଗ ରେ ପୋଲିସ ଗାଡି କୁ ଜବତ କରିବା ସହ ଥାନାରେ ୨୧୫/୨୦୨୫ ରେ ଏକ ମାମଲା ରୁଜୁ କରିଅଛି.