ଏମ.ଭି ୭୯: ମାଲକାନଗିରି ଜିଲ୍ଲା ଲୁଗେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଶ୍ରୀ ତପନ କୁମାର ବାଇନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
MV 79, Malkangiri | Aug 31, 2025
ମାଲକାନଗିରି ଜିଲ୍ଲା ଲୁଗେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲୁଗେଲ୍, ବିଦ୍ୟାଳୟ ପରିସରରେ ୩୯ ବର୍ଷର ଦୀର୍ଘ ଶିକ୍ଷକତା ଜୀବନ ସଫଳତାର ସହ...