ଛତ୍ରପୁର ବ୍ଲକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ସ୍ୱାଇଁ ଅସୁସ୍ଥତା ବିଷୟରେ ଜାଣି, ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ବୁଧବାର ସଂଧ୍ୟାରେ ବିଧାୟକ ସମ୍ ହସପିଟାଲକୁ ଯାଇ ଭେଟିବା ସହ ଡାକ୍ତରକଂ ସହ ଆଲୋଚନା କରିଛନ୍ତି।