ସୁନ୍ଦରଗଡ ସହର: ହେମଗିର ବ୍ଲକ୍ କତର ବଗାରେ ନିର୍ଦ୍ଧୁମ ବର୍ଷା, ବନ ବିଭାଗର ପୋଖରୀ ହେଲା କାଳ,ଉଜୁଡ଼ି ଗଲା ଶହ ଶହ ଏକର ଧାନ ଫସଲ
Sundargarh Town, Sundargarh | Jul 24, 2025
ଆଜି ଜୁଲାଇ ମାସ 24 ତାରିଖ ଗୁରୁବାର ଅପରାହ୍ନ 5 ଟା ସମୟର ଇଏ ହେଉଛି ଦୃଶ୍ୟ। ହେମଗିର ବ୍ଳକ ଡୁରୁ ବଗା ପଞ୍ଚାୟତର କତର ବଗା ଗାଁ ଚାଷୀଙ୍କ ଦୁଃଖର...