ପଟ୍ଟାଙ୍ଗୀ: ବନ୍ଦେ ମାତରଂ ରାଷ୍ଟ୍ର ଗାନର ୧୫୦ତମ ସ୍ମୃତିଚାରଣ ଉତ୍ସବ ନନ୍ଦପୁର ସିନ୍ଧେଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ ମହାବିଦ୍ୟାଳୟରେ ପାଳନ
ପ୍ରସିଦ୍ଧ ସାହିତ୍ୟିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ସ୍ଵରଚିତ ରାଷ୍ଟ୍ର ଗାନ ‘ବନ୍ଦେ ମାତରମ୍’ ଆଜି ନନ୍ଦପୁରର ସିନ୍ଧେ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ ମହାବିଦ୍ୟାଳୟ ରେ ବଙ୍କିମ ଚନ୍ଦ୍ରଙ୍କ ଜୀବନି, ତାଙ୍କ ସାହିତ୍ୟିକ ଅବଦାନ ଓ ଦେଶଭକ୍ତିମୟ ଚିନ୍ତାଧାରା ର ସ୍ମୃତିଚାରଣ ସହ ଏକ ସ୍ଵରରେ ରାଷ୍ଟ୍ର ଗାନ "ବନ୍ଦେ ମାତରଂ" ଉଚ୍ଚାରଣ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ତର୍କ, କୁଇଜ୍ ଇତ୍ୟାଦି ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିବା ଦିନ ୨ଟା ସମୟରେ ଦେଖିବାକୁ ମିଳିଛି।