ଛତ୍ରପୁର: ଲଣ୍ଡା ବାଉଁଶ ଗ୍ରାମରୁ ହନୁମାନ ବିଗ୍ରହଙ୍କ ଗଦା ଚୋରୀ ଘଟଣା, ସେହି ଗ୍ରାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଛତ୍ରପୁର ପୋଲିସ
Chhatrapur, Ganjam | Sep 3, 2025
ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନ ର ଗଦା ଚୋରୀ ସହ ଗତ କିଛି ଦିନ ହେଲା ଗ୍ରାମରେ ଅନ୍ୟାନ୍ୟ...