ବଲାଙ୍ଗିର ଲୋଇସିଂହାରେ #VikasRath ପହଞ୍ଚି ସାଧାରଣ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିଛି। ଏହି ଅବସରରେ ଡାକ୍ କର୍ମଯୋଗୀମାନେ #IndiaPost ର ବିଭିନ୍ନ ସେବା ଓ ଉତ୍ପାଦ ସମ୍ପର୍କରେ ତଥ୍ୟ ପ୍ରଚାର କରିବା ସହ #POSB ଯୋଜନାର ପାସ୍ବୁକ୍ ଲାଭାନ୍ବିତ ଖାତାଧାରୀଙ୍କୁ ସ୍ଥଳରେ ବଣ୍ଟନ କରିଥିଲେ। ବୋଲି ଆଜି ଅପରାହ୍ନ ୧ଟା ସମୟରେ ସୂଚନା ଡିଆ ଯାଇଚି #ViksitBharatSankalpYatra ଓ #HamaraSankalpViksitBharat ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସରକାରୀ ଯୋଜନା ସହ ସିଧାସଳଖ ଭାବେ ଯୋଡ଼ିବା ଉଦ୍ଦେଶ୍ୟ ରହିଛି।