ବାରିପଦା ମ୍ୟୁନିସିପାଲଟି: ବାରଡ଼ାଙ୍ଗୁଆ ଗ୍ରାମ ପୋଖରୀରେ ଯୁବକ ବୁଡ଼ି ନିଖୋଜ ହେବା ଘଟଣା; ୧୫ ଘଣ୍ଟା ପରେ ମୃତଦେହ ହେଲା ଉଦ୍ଧାର
Baripada M, Mayurbhanj | Sep 12, 2025
ଖୁଣ୍ଟା ଥାନା ଅଧିନ ତଥା ବାରଡ଼ାଙ୍ଗୁଆ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାଣିରେ ନିଖୋଜ ଥିବା ଜନୈକ ୩୫ ବର୍ଷୀୟା ଯୁବକଙ୍କ ମରଶରୀର...