ପ୍ଲେନ କ୍ରାସ ରେ ଆହତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଗ୍ରାମବାସୀ। ଗତକାଲି ରାଉରକେଲା ଜଲଦା ଏ ବ୍ଳକ ନିକଟରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ସ୍ଥାନୀୟ ଲୋକେ ଉଧାର କାର୍ଯ୍ୟ ପ୍ରଥମେ କରିଥିଲେ। ଆଜି ଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ରବିବାର ଅପରାହ୍ନରେ ଘଟଣାସ୍ଥଳରେ ପ୍ରତିକ୍ରିୟା ରଖିଛନ୍ତି ଉଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା।