ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ l ଧମା ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ ସୋମବାର ସକାଳେ ଆତ୍ମ ନିର୍ଭର ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି। +୩ ଅଧ୍ୟକ୍ଷ ଶ୍ରୀ ଅନୀଲ ପ୍ରଧାନ ଅଧ୍ୟକ୍ଷତା କରି ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଭାରତ କିପରି ଆତ୍ମ ନିର୍ଭରଶୀଳ ହୋଇ ପାରିବ ତାହା ବର୍ଣ୍ଣନା କରିଥିଲେ। ଏହି ଅବସରରେ ଏକ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା ମୁଖ୍ୟ ଅତିଥି ଭାବେ+୨ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୁରୋହିତ ଯୋଗଦାନ କରି ଛାତ୍ରଛାତ୍ରୀ ତଥା ଯୁବପିଢି ଙ୍କୁ ଆତ୍ମ ନିର୍ଭରଶୀଳ ଭାରତର...